ଅଣ୍ଟା ବିନ୍ଧା ହେଲେ କ’ଣ କରିବେ? | Back Pain in Odia | Prof Dr Jyoti Ranjan Parida

Dr Jyoti Ranjan Parida22 July 20224:468.0K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ, ବର୍ତ୍ତମାନ ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଅଣ୍ଟା ବିନ୍ଧା ସମସ୍ୟା। ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ ଅଣ୍ଟା ବିନ୍ଧା କେମିତି ଭଲ ହେବ? ଏନେଇ ବିଶିଷ୍ଟ ରୁମାଟୋଲୋଷ୍ଟି ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। From children to the elderly, people of all ages are now experiencing back pain. The problem is on the rise due to the modern lifestyle and sitting in one place for hours. What to do if you have back pain? Let’s find from Prof Dr Jyoti Ranjan Parida, a Rheumatologist.