ଦୁର୍ଘଟଣା ପରେ ନିଜକୁ କେମିତି ସମ୍ଭାଳିବେ? | How to deal with Trauma after a Disaster? | Soumya Jagatdeb
About this video
ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଶହ ଶହ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ କେତେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କୁ ଦେଖିନାହାନ୍ତି। ଏହି ଘଟଣା ସମସ୍ତଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ଘଟଣା ସମସ୍ତଙ୍କ ମନରେ ଆନ୍ଦୋଳିତ ହେଉଛି। କେହି କେହି ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଛନ୍ତି। ଏଭଳି ପରିସ୍ଥିତିରେ ମାନସିକ, ଶାରୀରିକ ଏବଂ ଦୃଢ଼ତାର ସହ କିଭଳି ମୁକାବିଲା କରିବେ? ଏଭଳି ଆଘାତରୁ ନିଜକୁ କେମିତି ବାହାର କରିବେ? ଆସନ୍ତୁ ମନସ୍ତତ୍ତ୍ୱବିତ୍ ସୌମ୍ୟା ଜଗତ୍ଦେବଙ୍କଠାରୁ ଶୁଣିବା। How to deal with Trauma after a disaster? Let's know more from Soumya Jagatdeb, a Psychologist, Children First India. Produced with Technical Support from School Initiative for Mental Health Advocacy, TISS.