ଅଧକପାଳୀ ମୁଣ୍ଡ ବିନ୍ଧା - କାହିଁକି ହୁଏ? | Dr Subhransu Sekhar Jena on Migraine in Odia | Headache

Dr Subhransu Sekhar Jena20 March 20218:5014K views

About this video

ଆଜିକାଲି ଅଧକପାଳୀଜନିତ ମୁଣ୍ଡ ବିନ୍ଧା ଏକ ଚିନ୍ତାର କାରଣ ପାଲଟିଛି। ଅପରିବର୍ତ୍ତିତ ଜୀବନଶୈଳୀ ତଥା ମାନସିକ ଚାପ ଯୋଗୁଁ ଅନେକ ଅଧକପାଳୀ ସମସ୍ୟାରେ ପିଡ଼ିତ ହେଉଛନ୍ତି। ତେବେ ଏହାର ଚିକିତ୍ସା ନକଲେ ଏହା ଶରୀରରେ ବିଭିନ୍ନ ସ୍ନାୟୁଜନିତ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଅଧକପାଳୀର କାରଣ, ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ଜାଣିବା।