କାହିଁକି ହୁଏ ଲିଭର ଫେଲ୍ୟୁଅର? | Dr. Manoj Kumar Sahu on Causes and Treatment of Liver Disease in Odia

Dr Manoj Kumar Sahu9 October 20208:1615K views

About this video

ଲିଭର ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ। ଲିଭର ବିନା ବଞ୍ଚିବା ଅସମ୍ଭବ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ହେଉଛି ଲିଭର କାର୍ଯ୍ୟ। ଅପରିବର୍ତ୍ତିତ ଜୀବନଶୈଳୀ ତଥା ଅନ୍ୟ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ତେବେ ଲିଭର କେମିତି ସୁସ୍ଥ ରଖିବା? କାହିଁକି ହୁଏ ଲିଭର ଫେଲ୍ୟୁଅର? ଆସନ୍ତୁ ଜାଣିବା, ଏନେଇ କ'ଣ କହୁଛନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ।