ଡେଲିଭରି ପରେ କ’ଣ କରିବେ, କ’ଣ କରିବେନି? | Mother Care After Childbirth in Odia | Dr Abhipsa Mishra

Dr Abhipsa Mishra31 January 20266:199.2K views

About this video

ପ୍ରସବ ପରେ ପ୍ରତ୍ୟେକ ମହିଳାଙ୍କର ଶାରୀରିକ ଏବଂ ମାନସିକତାରେ ପରିବର୍ତ୍ତନ ଆସିଥାଏ। ଓଜନରେ ପରିବର୍ତ୍ତନ, ଖାଦ୍ୟରେ ପରିବର୍ତ୍ତନ, କ’ଣ ଖାଇବେ? କ’ଣ ନାହିଁ? ଏଭଳି ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହୁଏ। ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଭିପ୍ସା ମିଶ୍ର। ଆସନ୍ତୁ ଜାଣିବା।