ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନସର? | Dr Sangram Keshari Panda on Cervical Cancer in Odia

Dr Sangram Keshari Panda6 August 202010:3625K views

About this video

ସର୍ଭାଇକାଲ କ୍ୟାନସର ବା ଜରାୟୁ କର୍କଟ ରୋଗ। ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବା। ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନସର? ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଏହାକୁ କିଭଳି ରୋକାଯାଇପାରିବ? ଏନେଇ ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।