ପ୍ରସବ ପରେ ଖାଦ୍ୟ କ’ଣ ଖାଇବେ? | Post Delivery Diet in Odia | Anmayee Nanda
About this video
ପ୍ରସବ ପରେ ମା’ମାନଙ୍କର ସମସ୍ତ ଧ୍ୟାନ ସେମାନଙ୍କର ଶିଶୁ ଉପରେ ରହିଥାଏ। ହେଲେ ପ୍ରସବ ପରେ ମା’ମାନେ ତାଙ୍କ ଶିଶୁ ସମେତ ନିଜର ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ। ତେବେ ପ୍ରସବ ପରେ କେଉଁଭଳି ଖାଦ୍ୟ ଖାଇବେ, ଆସନ୍ତୁ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଜାଣିବା। Even after delivery, a mother needs to eat nutritious food so that the weakness in the body can be overcome. Because the mother feeds her milk to the child, the food should be good and healthy. So what kind of food after delivery helps a woman to recover immediately. Let's find out more from Dietician Anmayee Nanda.