ପରିସ୍ରାରେ ରକ୍ତ ପଡୁଛି କି? | Blood in Urine / Hematuria: How to Treat? Odia | Dr Sumanta Kumar Mishra
About this video
ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। କିନ୍ତୁ, ଏହାଛଡ଼ା ଏହାର ଅନେକ କାରଣ ରହିଛି। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କ ଠାରୁ ଏନେଇ ଅଧିକ ଜାଣିବା।