ବ୍ଲାଡର କ୍ୟାନ୍ସର କାହିଁକି ହୁଏ? | Bladder Cancer Symptoms & Treatment in Odia | Dr Jyoti Ranjan Swain
About this video
ମୂତ୍ରାଶୟରେ କର୍କଟ ବା ବ୍ଲାଡର କ୍ୟାନ୍ସର କାହିଁକି ହୁଏ? ଏହାର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲର ବିଶିଷ୍ଟ ସର୍ଜିକଲ ଅଙ୍କୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ସ୍ୱାଇଁ, ଆସନ୍ତୁ ଜାଣିବା।