ସ୍ତନ କର୍କଟ - ନିଜେ କେମିତି ଚିହ୍ନିବେ? | Dr Sanjib Kumar Mishra on Breast Self-Examination
About this video
ମହିଳାମାନଙ୍କଠାରେ ଦେଖାଦେଉଥିବା ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ଭାରୀ ସାଙ୍ଘାତିକ। ଠିକ୍ ସମୟରେ ଏହାକୁ ଚିହ୍ନି ନପାରିଲେ ପରିସ୍ଥିତି ଜଟିଳ ହୋଇପାରେ। ତେଣୁ ପ୍ରାଥମିକ ଅବସ୍ଥାରେ ଏହାକୁ ଚିହ୍ନିବା ପାଇଁ ମହିଳାମାନେ ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ ଶିଖିବା ଉଚିତ୍। ତେବେ ସ୍ତନ କର୍କଟକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜିବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।