ଅଟିଜିମ୍ - ରୋଗ ନୁହେଁ, ବୁଦ୍ଧିର ବିକାଶରେ ଅସୁବିଧା | Dr Smaranika Mishra on Autism Spectrum Disorder
About this video
ଅଟିଜିମ୍ ମାନସିକ ରୋଗ ନୁହେଁ। ଏହା ସମସ୍ୟା ହେଲେ ପିଲାର ବୁଦ୍ଧିର ବିକାଶ ହେବାରେ ଅସୁବିଧା ହୋଇଥାଏ। ଅଟିଜିମ୍ ବା ସ୍ୱପରାୟଣତା କ’ଣ? ଏହା ହେବାର କାରଣ କ’ଣ? ଏନେଇ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ଡାକ୍ତର ସ୍ମରଣିକା ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।