ବିପଦପୂର୍ଣ୍ଣ ଗର୍ଭାବସ୍ଥା | Managing a High Risk Pregnancy in Odia | Dr Priyadarshini Tripathy

Dr Priyadarshini Tripathy22 February 202212:3212K views

About this video

ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ ରିସ୍କ ପ୍ରେଗ୍‌ନାନ୍ସି ବା ଗର୍ଭାବସ୍ଥା ବିପଦପୂର୍ଣ୍ଣ ହେବାର ଆଶଙ୍କା ଥାଏ। ତେବେ ଏଭଳି କ୍ଷେତ୍ରରେ କ’ଣ କରିବେ? କ’ଣ ନାହିଁ? ନିଜର ଯତ୍ନ କିପରି ନେବେ? ଏ ସମସ୍ତ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।