ହୀରା: ଚାଲ ଋତୁସ୍ରାବ ବିଷୟରେ କଥାହେବା | HIRA: Odia Animated Video on Menstrual Health Hygiene

Swasthya Plus Network30 May 20254:192.2K views

About this video

ହୀରା- ଚାଲ ଋତୁସ୍ରାବ ବିଷୟରେ କଥାହେବା, ହେଉଛି ଋତୁସ୍ରାବ ବା ପିରିୟଡ୍‌ସ ବିଷୟରେ ଏକ ଆନିମେଟେଡ୍‌ ଭିଡିଓ। ଯେଉଁ ଭିଡିଓରେ ହୀରା ଓ ମୀରା ଦୁଇ ଭଉଣୀ ପିରିୟଡ୍‌ସ ସମ୍ପର୍କରେ ଆଲୋଚନା କରିଛନ୍ତି। ଋତୁସ୍ରାବ କ’ଣ? ଏହା କେତେ ଦିନ ଧରି ହୁଏ? ଋତୁସ୍ରାବ ହେଲେ ଶରୀରରେ କ’ଣ ସବୁ ପରିବର୍ତ୍ତନ ଦେଖାଦିଏ? ଏମିତି ଏନେକ ପ୍ରଶ୍ନ ଏବଂ ତା’ର ସହଜ ଉତ୍ତର ଏହି ଭିଡିଓରେ ରହିଛି। ଆସନ୍ତୁ ଏହି ଭିଡିଓ ଦେଖିବା। 'Hira: Let's Talk About Periods' is an animated video about menstruation or periods. In the video, two sisters, Hira and Mira, talk about periods. What is menstruation? How long does it last? What changes happen in the body during periods? These and many other questions are answered in a simple way in this video. Inspired by the comic 'Hira: Let's Talk About Periods', this animated video aims to spread awareness about menstruation in a simple way. Let’s watch and learn together.