ଏସିଡିଟି ସମସ୍ୟା ଥିଲେ କ’ଣ ଖାଇବେ ଓ କ’ଣ ନାହିଁ? | Dr Shakti Prasad Choudhury on Acidity in Odia

Dr Shakti Prasad Choudhury2 January 20225:31128K views

About this video

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହାସହ ମୋଟାପଣ, ତେଲମସଲା ଖାଦ୍ୟ, ଚା’, କଫି, ଚକୋଲେଟ୍‌, ପେନ୍‌କିଲର ଏସବୁ କାରଣ ଯୋଗୁଁ ଏସିଡିଟି ସମସ୍ୟା ହେଉଛି। ତେବେ ଏସିଡିଟି ଥିଲେ କେଉଁ ଭଳି ଖାଦ୍ୟ ଖାଇବେ ଓ କେଉଁ ଭଳି ଖାଦ୍ୟ ଖାଇବେ ନାହିଁ, ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Due to the changing lifestyle and irregular eating habits, acidity is now a common problem. In addition, obesity, fatty foods, tea, coffee, chocolate, and painkillers are all causes of acidity. So what to eat and what not if you have acidity? Let us find out from Dr Shakti Prasad Choudhury, a Gastroenterologist.