ବିଶ୍ୱ ଯୋଗ ଦିବସ - କରନ୍ତୁ ଏହି ୫ଟି ଆସନ | 5 Easy Yoga Postures on International Yoga Day

Swasthya Plus Network21 June 20207:20926 views

About this video

ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ। ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ଯୋଗର ବିଭିନ୍ନ ଶୈଳୀ ଥାଏ, ଯେଉଁଥିରେ ଶାରୀରିକ ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର କୌଶଳ ଏବଂ ମେଡିଟେସନ ଆଦି ସାମିଲ ରହିଛି। ଯୋଗ ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ଶିଖିବା ୫ଟି ଯୋଗାସନ ବିଷୟରେ। Do these 5 Easy Yoga Postures on International Yoga Day Yoga is very beneficial for the mind, brain and body. Yoga keeps the body healthy as well as the mind. Yoga has a variety of styles, including physical exercises, breathing techniques, and meditation. Let's learn about 5 yoga lessons from yoga coach Ganeshwar Gochhikar.