କିଡନିକୁ କେମିତି ରଖିବେ ସୁସ୍ଥ? Dr Manas Ranjan Pradhan on How to Keep Your Kidney Healthy in Odia
About this video
ଆମ ଶରୀରରେ କିଡନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ କେମିତି କିଡନିକୁ ସୁସ୍ଥ ରଖିବେ? ଆସନ୍ତୁ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା।