ଲିଭର ସିରୋସିସ୍ କାହିଁକି ହୁଏ? | Dr Shakti Prasad Choudhury on Liver Cirrhosis in Odia | Treatment
About this video
ଲିଭର ସିରୋସିସର ମୁଖ୍ୟ କାରଣ ହେଉଛି ମଦ୍ୟପାନ ଓ ମେଦବହୁଳତା। ହେଲେ ବର୍ତ୍ତମାନ ସମୟରେ ମଦ୍ୟପାନ କରୁନଥିବା ଏବଂ ପତଳା ଲୋକଙ୍କଠାରେ ମଧ୍ୟ ଲିଭର ସିରୋସିସ୍ ଦେଖିବାକୁ ମିଳୁଛି। ତେବେ ଏହାର କାରଣ କ’ଣ? ବିଶିଷ୍ଟ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପତଳା ଲୋକଙ୍କର ବି ହୋଇପାରେ ଲିଭର ସିରୋସିସ୍ (2:32)