ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Snoring Treatment in Odia | Dr Pradipt Ranjan Sahoo

Dr Pradipt Ranjan Sahoo1 September 202217:10166K views

About this video

ଶୋଇବା ବେଳେ ଅଧିକାଂଶ ଲୋକ ଘୁଙ୍ଗୁଡ଼ି ମାରିଥାଆନ୍ତି। ଫଳରେ ସେମାନଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ସେମାନଙ୍କ ପାଖରେ ଶୋଉଥିବା ଲୋକଙ୍କର ମଧ୍ୟ ନିଦ ଭଲ ହୋଇନଥାଏ। ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ପ୍ରଦୀପ୍ତ ରଞ୍ଜନ ସାହୁଙ୍କଠାରୁ ଜାଣିବା ଘୁଙ୍ଗୁଡ଼ିର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।