ରାଗ ଲାଗିଲେ କ’ଣ କରିବେ? | How to Control Anger? in Odia | Dr Pallabi Sahu
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ରାଗ ବା କ୍ରୋଧ ଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା ତଥା ବୃତ୍ତିଗତ ଜୀବନରେ ନାନାଦି ସମସ୍ୟା ଉପୁଜିଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପଲ୍ଲବୀ ସାହୁଙ୍କଠାରୁ ରାଗକୁ କେମିତି ନିୟନ୍ତ୍ରଣ କରିବେ, ସେ ବିଷୟରେ ଜାଣିବା। Anger is a completely normal human emotion. Anger has a detrimental effect on social and family life. Anger can lead to family problems, marital problems, and professional problems. So, it is important to control anger. How to control anger? Let’s learn more from Dr Pallavi Sahu, a Psychiatrist.