ଗର୍ଭାବସ୍ଥାରେ ଯତ୍ନ – କିପରି ନେବେ? | Dr Alakta Das on Pregnancy Care in Odia | Care & Treatment

Dr Alakta Das30 October 202120:48504K views

About this video

ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଆହାର ଓ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ। ତେବେ ଜଣେ ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ପ୍ରସବ ପରେ କିଭଳି ନିଜର ଯତ୍ନ ନେବେ, ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସଙ୍କଠାରୁ ଅଧିକ ଜାଣିବା।