ବୟସ ସାଙ୍ଗକୁ ସ୍ମରଣଶକ୍ତି କମିଯାଉଛି କି? | Dr Samrat Kar on Memory Loss in Odia | Treatment of Dementia

Dr Samrat Kar9 December 202012:06218K views

About this video

ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ? କେମିତି ନିଜ ସ୍ମୃତିଶକ୍ତି ବଢ଼ାଇପାରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା