ପିରିୟଡସ ବେଳେ କୋଭିଡ୍ ଟିକା - ନେବେ ନା ନାହିଁ? | Can women take COVID-19 vaccine during menstruation?
About this video
ମହିଳାମାନେ ଋତୁସ୍ରାବ ଚାଲିଥିବା ସମୟରେ କୋଭିଡ୍ ଟିକା ନେଇ ପାରିବେ ନା ନାହିଁ। ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର ଏବିଷୟରେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି ପିରିୟଡସ ବେଳେ କୋଭିଡ୍ ଟିକା - ନେବେ ନା ନାହିଁ? Can women take the COVID-19 vaccine during menstruation? Let us know from Dr Srikant Kumar Dhar, a Medicine Specialist. COVID Vaccine During Menstruation