ଫଙ୍ଗାଲ ଇନ୍‌ଫେକ୍ସନ୍‌: କେମିତି କରିବେ ଦୂର? | Fungal Infection in Odia | Dr Nibedita Patro

Dr Nibedita Patro21 January 20239:23435K views

About this video

ଫଙ୍ଗାଲ ଇନ୍‌ଫେକ୍ସନ ହେଉଛି ଏକ ସାଧାରଣ ଚର୍ମ ଜନିତ ସମସ୍ୟା। ଏହାର କାରଣ ଅନେକ ଥାଇପାରେ। ହେଲେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ୍‌? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।