ସେନ୍ସୋରି ପ୍ରୋସେସିଂ ଡିସଅର୍ଡର କ’ଣ? | Dr Anil Kumar Kabisatapathy on Sensory Processing Disorder
About this video
ମଣିଷର ଆଖି, ନାକ, କାନ, ଜିଭ ଓ ଚର୍ମ ହେଉଛି ୫ଟି ଇନ୍ଦ୍ରିୟ, ଯେଉଁମାନେ ଆମକୁ ଆମ ଚାରିପାଖର ସୂଚନା ଦେଇଥାଆନ୍ତି। କିନ୍ତୁ, କେତେକ କ୍ଷେତ୍ରରେ ଏଥିରେ ସମସ୍ୟା ହେଲେ ଏହାକୁ ସେନ୍ସୋରି ପ୍ରୋସେସିଂ ଡିସ୍ଅର୍ଡର ବୋଲି କୁହାଯାଏ। ତେବେ ଏହା କ’ଣ? ପିଲାମାନଙ୍କୁ ଏହି ଡିସ୍ଅର୍ଡର ହେଲେ ତାକୁ ଚିହ୍ନିବା କିପରି? ଏଥିପାଇଁ କେଉଁ କେଉଁ ଥେରାପି ଦିଆଯାଏ? ଏ ବିଷୟରେ ପେଡିଆଟ୍ରିକ୍ ଅକ୍ୟୁପେସନାଲ ଥେରାପିଷ୍ଟ ଡାକ୍ତର ଅନିଲ କୁମାର କବିଶତପଥୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।