କଲେରା (ହଇଜା): କେମିତି ରହିବେ ସୁରକ୍ଷିତ? | Cholera: How to Prevent? in Odia | Prof Dr Srikant Kumar Dhar

Dr Srikant Kumar Dhar17 June 202511:0919K views

About this video

ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ସଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ପରିସ୍ଥିତି ସାଙ୍ଘାତିକ ହୋଇପାରେ। ଆସନ୍ତୁ, ବରିଷ୍ଠ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଜାଣିବା କଲେରାର ପ୍ରାଥମିକ ଚିକିତ୍ସା ଏବଂ ଏଥିରୁ ସୁରକ୍ଷିତ କିପରି ରହିବା।