ସମୟ ପୂର୍ବରୁ ପ୍ରସବ: କାହିଁକି ହୁଏ? | Preterm Delivery Care in Odia | Preterm Birth | Dr Leena Das
About this video
୩୭ ସପ୍ତାହ ପୂର୍ବରୁ ପ୍ରସବ ହେବାକୁ ପ୍ରିଟର୍ମ ଡେଲିଭରି କୁହାଯାଏ। ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ, ମୋଟାପଣ ବା ଅନ୍ୟାନ୍ୟ କାରଣ ଥିଲେ ସମୟ ପୂର୍ବରୁ ପ୍ରସବ ହୋଇଥାଏ, ଯାହା ଉଭୟ ମାଆ ଏବଂ ଶିଶୁ ପାଇଁ ବିପଦପୂର୍ଣ୍ଣ ଥାଏ। ଏହାକୁ ରୋକିହେବ କି? ଏହା କାହିଁକି ହୁଏ, ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଜାଣିବା।