ହାଡ଼ଫୁଟି (ଚିକେନ୍ ପକ୍ସ) – କାରଣ ଓ ନିରାକରଣ | Dr Sangram Keshari Mahapatra on Chickenpox in Odia

Dr Sangram Keshari Mahapatra10 November 20208:25112K views

About this video

ହାଡ଼ଫୁଟି ବା ଚିକେନ୍ ପକ୍ସ ଭୂତାଣୁ ଜନିତ ସଂକ୍ରାମକ ରୋଗ। ହାଡ଼ଫୁଟି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିକୁ ଏହି ରୋଗ ସଂକ୍ରମଣ ହେବାର ଭୟ ରହିଥାଏ। ତେବେ ଥରେ ହାଡ଼ଫୁଟି ସଂକ୍ରମଣ ହୋଇଥିଲେ ଜୀବନ ଭିତରେ ଆଉଥରେ ସଂକ୍ରମଣ ହେବାର ଆଶଙ୍କା ବହୁତ କମ ବା ସଂକ୍ରମଣ ହୁଏ ନାହିଁ ବୋଲି କହିଲେ ଚଳିବ। ତେବେ ହାଡ଼ଫୁଟି ହେବାର କାରଣ କ’ଣ? ଏହାର ସଂକ୍ରମଣକୁ କେମିତି ରୋକିପାରିବା? ସେ ବିଷୟରେ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା।