ଡାଏବେଟିସ୍ ରୋଗୀଙ୍କଠାରେ ଇନ୍ଫେକ୍ସନ୍ | Infection in Diabetics: How to Avoid? Odia| Dr Madhusmita Sahu
About this video
ସାଧାରଣତଃ ଡାଏବେଟିସ୍ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ତେଣୁ ସେମାନଙ୍କଠାରେ ଇନ୍ଫେକ୍ସନ୍ ହେବାର ଆଶଙ୍କା ଅଧିକ ରହିଛି। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ସେମାନେ ଇନ୍ଫେକ୍ସନ୍କୁ ଏଡ଼ାଇବେ କିପରି? ଏହି ଭିଡିଓ ମାଧ୍ୟମରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।