ଆପେଣ୍ଡିସାଇଟିସ୍ କ’ଣ? ଜାଣନ୍ତୁ ଚିକିତ୍ସା | Dr Sushant Kumar Sethi on Appendicitis in Odia

Dr Sushant Kumar Sethi12 March 20218:0439K views

About this video

ଆପେଣ୍ଡିକ୍ସ ଆମ ଶରୀରର ଏକ ଅଦରକାରୀ ଅଙ୍ଗ, ଯାହା ଅନ୍ତନଳୀରେ ଅବସ୍ଥିତ। ଯଦି ଆପେଣ୍ଡିକ୍ସରେ କୌଣସି ପ୍ରବାହ ଘଟି ସଂକ୍ରମଣ ହୁଏ, ତେବେ ଏହା ସାଙ୍ଘାତିକ ସମସ୍ୟା। ତେବେ ଆାପେଣ୍ଡିସାଇଟିସ୍ ହେବାର ଲକ୍ଷଣ କ’ଣ? ଏହାର ଚିକିତ୍ସା କେମିତି କରିବେ? ବିଶିଷ୍ଟ ପେଟ ତଥା ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।