ଓଭାରି କ୍ୟାନ୍ସର: କାରଣ, ଲକ୍ଷଣଓ ଚିକିତ୍ସା | Ovarian Cancer in Odia | Cancer in Ovary |Dr Manindra Nayak
About this video
ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଓଭାରି ବା ଅଣ୍ଡାଶୟ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ। ଏହାର କାରଣ ଏବଂ ଲକ୍ଷଣକୁ ଜାଣନ୍ତୁ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ।