ଲୁପସ ରୋଗ କ’ଣ – କାରଣ ଓ ଲକ୍ଷଣ । Dr Jyoti Ranjan Parida on Lupus in Odia | Causes & Symptoms

Dr Jyoti Ranjan Parida10 May 202125:073.7K views

About this video

ଲୁପସ୍‌ ଏକ ପ୍ରକାର ରୋଗ ଯାହା ଚର୍ମଠାରୁ ଆରମ୍ଭ କରି ବୃକକ, ମସ୍ତିଷ୍କ, ସ୍ନାୟୁ, ଅନ୍ତନଳୀ, ଦୃତ୍‌ପିଣ୍ଡ ଆଦିକୁ ପ୍ରଭାବିତ କରି ବିଭିନ୍ନ ଅଙ୍ଗକୁ ଅଚଳ କରିପାରେ। ତେବେ ଲୁପସ୍‌ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଜାଣନ୍ତୁ। ପ୍ରତିବର୍ଷ ମେ’ ୧୦ ତାରିଖକୁ ‘ବିଶ୍ୱ ଲୁପସ୍‌ ଦିବସ’ ଭାବରେ ପାଳନ କରାଯାଏ। ସମାଜରେ ଏହି ରୋଗ ବିଷୟରେ ସଚେତନ ସୃଷ୍ଟି କରି କିପରି ଏହି ରୋଗୀମାନଙ୍କୁ ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ସଠିକ୍‌ ଚିକିତ୍ସା ସୁବିଧା କରାଯାଇ ପାରିବ ଓ ଲୁପସ୍‌ ରୋଗୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରି ଉତ୍ସାହିତ କରାଯାଇପାରିବ, ତାହା ହିଁ ଏହି ଦିବସର ମୂଳ ଲକ୍ଷ୍ୟ।