ଅବାଞ୍ଛିତ ଗର୍ଭଧାରଣ: ରୋକିବେ କିପରି? | Unwanted Pregnancy in Odia | Dr Jaya Prakash Pani
About this video
ଅଧିକାଂଶ ସମୟରେ ଅସାବଧାନତା ଯୋଗୁଁ ଗର୍ଭ ରହିବାର ସମ୍ଭାବନା ଥାଏ। ଅନିଛା ସତ୍ତ୍ୱେ ଗର୍ଭଧାରଣକୁ ଏଡ଼ାଇବେ କିପରି? ଆସନ୍ତୁ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣିଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।