ବ୍ରଣରେ ନଖ ମାରନ୍ତୁନି - ଜାଣନ୍ତୁ, କେମିତି ଭଲ ହେବ? | How to remove Pimple? | Dr Subhransu Sekhar Pattnaik

Dr Subhransu Sekhar Pattnaik27 August 20212:5021K views

About this video

ମୁହଁରେ ବ୍ରଣ ହେଲେ ଏହା ତ୍ୱଚାର ସୁନ୍ଦରତାକୁ ନଷ୍ଟ କରିଦିଏ। କେତେକ ଲୋକ ବ୍ରଣରେ ନଖ ମାରି ମାରି ଅଧିକ ଖଣ୍ଡିଆ କରିଦିଅନ୍ତି। ହେଲେ ଏହାଦ୍ୱାରା ତ୍ଵଚା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ତେବେ ମୁହଁରୁ ବ୍ରଣ କେମିତି ଯିବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। If you have acne, you might feel as though you’re always searching for that one to cure. Some people cut their nails with acne and cut them more. However, it can cause serious damage to the skin. So, how to get rid of acne from the face? Let us find out from Dr Subhransu Sekhar Pattnaik, a Dermatologist.