COVID ଟିକା ନେଲା ପରେ ବି ରହିଛି କି ସଂକ୍ରମଣର ଭୟ | Odia Vaccine Fact Check – Dr E Venkata Rao

Dr E Venkata Rao20 July 20212:432.0K views

About this video

ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ, କୋଭିଡ୍‌ ଟିକା ନେଲା ପରେ ବି ପୁନଃ ସଂକ୍ରମଣ ହେଉଛି। ତେବେ ଏହାର ଯଥାର୍ଥତା କେତେ? ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ପ୍ରଫେସର ଡାକ୍ତର ଇ ଭେଙ୍କେଟ୍‌ ରାଓ କ’ଣ କହୁଛନ୍ତି, ଜାଣନ୍ତୁ। Most people are thinking of the opinion that even after taking the COVID vaccine, there is a chance of re-infection. So how true is that? from Dr E Venkata Rao, Professor of Community Medicine.