ହାଇପର-ଥାଇରଏଡ୍ଜିମ୍: ଲକ୍ଷଣ ଓ ଚିକିତ୍ସା | Hyperthyroidism: How to Treat? in Odia |Dr Jatin Kumar Majhi
About this video
ହାଇପର-ଥାଇରଏଡ୍ଜିମ୍ ହେଉଛି ଏକ ଅଟୋଇମ୍ୟୁନ୍ ରୋଗ। ଏହା ହେଲେ ବ୍ୟକ୍ତିଙ୍କ ଓଜନ କମିଯାଏ, ହାଲିଆ ଲାଗେ, ଆଖି ବାହାରକୁ ଆସିଯାଏ। ଏହାର ଚିକିତ୍ସା କ’ଣ ଏବଂ ଏହାକୁ ପରିଚାଳନା କେମିତି କରିବେ ଆସନ୍ତୁ ଜାଣିବା ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଜତିନ କୁମାର ମାଝୀଙ୍କଠାରୁ ଏହି ଭିଡଓରେ।