ବ୍ଲଡ୍ କ୍ୟାନସର ମାଇଲୋମା: କାରଣ ଓ ଲକ୍ଷଣ | Myeloma: Symptoms & Treatment in Odia | Dr Satarupa Mohapatra

Dr Satarupa Mohapatra12 December 20237:102.6K views

About this video

ମାଇଲୋମା, ଯାହାକୁ ମଲ୍ଟିପୁଲ ମାଇଲୋମା ମଧ୍ୟ କୁହାଯାଏ। ଏହା ହେଉଛି ଏକ ପ୍ରକାର କର୍କଟ ରୋଗ। ଆସନ୍ତୁ ହେମାଟୋଲୋଜିଷ୍ଟ ଡାକ୍ତର ସତରୂପା ମହାପାତ୍ରଙ୍କଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।