କିଡ୍ନିକୁ କେମିତି ରଖିବେ ସୁସ୍ଥ? | How to Keep Your Kidneys Healthy? in Odia | World Kidney Day 2022
Swasthya Plus Network10 March 20227:1243K views
About this video
ଆଜି ବିଶ୍ଵ କିଡନି ଦିବସ। କିଡନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍ନି ଦିବସ ଭାବେ ପାଳନ କରାଯାଉଛି। କିଡ୍ନି ହେଉଛି ଆମ ଶରୀରରେ ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଦରକାର। Since 2006, the World Health Organization (WHO) has been celebrating the second Thursday of March as World Kidney Day. The main function of the kidneys is to filter the blood and provide clean blood to the body. So it is important to keep your kidneys healthy.