କେମିତି ବଢ଼ିବ ଓଜନ? | How to Gain Weight in Odia | Dr Sunita Sahoo

Dr Sunita Sahoo14 October 202111:56236K views

About this video

ଯେମିତି କେତେକ ଲୋକ ଓଜନ କମାଇବାକୁ ନେଇ ଚିନ୍ତିତ ଥାଆନ୍ତି, ସେମିତି କେତେକ ଲୋକ ଓଜନ ବୃଦ୍ଧି କରିବା ପାଇଁ ମଧ୍ୟ ଚିନ୍ତିତ ଥାଆନ୍ତି, ଯାହା କଲେ ବି ସେମାନଙ୍କ ଓଜନ ବୃଦ୍ଧି ହୋଇନଥାଏ, ତେବେ ଏହାର କାରଣ କ’ଣ, କ’ଣ ଖାଇଲେ ସେମାନଙ୍କର ଓଜନ ବଢ଼ିବ? ଏନେଇ କ’ଣ କହୁଛନ୍ତି ଖାଦ୍ୟ ବିଶେଷଜ୍ଞ ଡାକ୍ତର ସୁନିତା ସାହୁ, ଆସନ୍ତୁ ଜାଣିବା।