ପିରିୟଡ୍‌ସରେ ଅନିୟମିତତା: କେମିତି ରହିବ ଡାଏଟ୍‌? | PCOS Diet: Food to Eat & Avoid (Odia) | Dr Sunita Sahoo

Dr Sunita Sahoo6 June 20224:405.7K views

About this video

ବର୍ତ୍ତମାନ ପ୍ରତି ଛଅ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ପିସିଓଏସ୍‌ ସମସ୍ୟା ଦେଖାଦେଉଛି। ସାଧାରଣତଃ ଅସନ୍ତୁଳିତ ହର୍‌ମୋନ ସ୍ତର, ବିଶୃଙ୍ଖଳିତ ଜୀବନେଶୈଳୀ ଏଥିପାଇଁ ମୁଖ୍ୟତଃ ଦାୟୀ। ତେଣୁ ପିସିଓଏସ୍‌ ସମସ୍ୟାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଖାଦ୍ୟେପେୟରେ ପରିବର୍ତ୍ତନ କରିବା ନିହାତି ଜରୁରୀ । ଆସନ୍ତୁ ଡାଏଟିସିଆନ୍‌ ଡାକ୍ତର ସୁନିତା ସାହୁଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। One in every six vulva-owner is getting diagnosed with PCOS. PCOS occurs from hormonal imbalance and the current lifestyles of people are also responsible. Diet and exercise are essential practices for managing PCOS. So what can you eat or not eat with PCOS? What is the balance PCOS diet? Let’s find out more from Dietician Dr Sunita Sahoo.