କ୍ୟାଲସିୟମ୍‌ ଅଭାବ ଦୂର କରିବ ଏହି ଖାଦ୍ୟ | Diet for Calcium Deficiency in Odia | Sushree Tapaswini Das

Sushree Tapaswini Das9 June 202212:16180K views

About this video

୩୦ ବର୍ଷ ପରେ ପ୍ରାୟ ମହିଳାଙ୍କଠାରେ କ୍ୟାଲସିୟମ୍‌ ଅଭାବ ଜନିତ ଲକ୍ଷଣ ଦେଖାଦେଇଥାଏ, ଯେପରିକି ହାଡ଼ ଦୁର୍ବଳ ହେବା, କେଶର ଘନତ୍ୱ କମିଯିବା, ନଖ ଦୁର୍ବଳ ହେବା ଆଦି ଲକ୍ଷଣମାନ ଦେଖାଦେଇଥାଏ। ତେଣୁ, ପ୍ରତ୍ୟେକ ମହିଳା ହୁଅନ୍ତୁ ବା ଛୋଟ ଛୁଆ ସମସ୍ତେ କ୍ୟାଲ୍‌ସିୟମ୍‌ରେ ଭରପୂର ଡାଏଟ୍‌ ନେବା ଆବଶ୍ୟକ। ଏହା ଆମ ଶାରୀରିକ ତଥା ମାନସିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ତେବେ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।