ସର୍ଭାଇକାଲ କ୍ୟାନ୍‌ସରକୁ ରୋକିପାରିବେ! ଜାଣନ୍ତୁ କେମିତି? | Cervical Cancer in Odia | Dr Amitabh Jena

Dr Amitabh Jena25 March 20234:061.5K views

About this video

ଗର୍ଭାଶୟର ତଳ ପାଖରେ ଥିବା ସର୍ଭିକ୍ସରେ ହେଉଥିବା କର୍କଟ ରୋଗକୁ ସର୍ଭାଇକାଲ କ୍ୟାନ୍‌ସର ବା ଜରାୟୁ କର୍କଟ ରୋଗ କୁହାଯାଏ। ସାଧାରଣତଃ ହ୍ୟୁମାନ ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ମହିଳାଙ୍କଠାରେ ଏହି କର୍କଟ ରୋଗ ଦେଖାଦେଇଥାଏ। ଆପଣ ଜାଣିଛନ୍ତି କି, ସର୍ଭାଇକାଲ କ୍ୟାନ୍‌ସର ହେବାକୁ ଆମେ ରୋକି ପାରିବା। ତେବେ କେମିତି? ବିଶିଷ୍ଟ କ୍ୟାନସର୍ ସର୍ଜନ ଅମିତାଭ ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ଜାଣିବା।