ବିଚଳିତ କରୁଥିବା ଦୃଶ୍ୟ ଦେଖନ୍ତୁ ନାହିଁ | Odisha Train Tragedy | Soumya Jagatdeb
About this video
ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଶହ ଶହ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ କେତେକ ଲୋକ ଏବେ ବି ନିଜ ପ୍ରିୟଜନଙ୍କୁ ଦେଖିନାହାନ୍ତି। ଏହି ଘଟଣା ସମସ୍ତଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ବର୍ତ୍ତମାନ ବିଭିନ୍ନ ଖବର, ସୋସିଆଲ ମିଡିଆରେ ବିଚଳିତ ଦୃଶ୍ୟ ଦେଖି ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ଆସନ୍ତୁ ମନସ୍ତତ୍ତ୍ୱବିତ୍ ସୌମ୍ୟା ଜଗତ୍ଦେବଙ୍କଠାରୁ ଏନେଇ ଶୁଣିବା। Psychologist Soumya Jagatdeb of Children First India, telling us about why we need to avoid watching and re-watching disturbing visuals. Produced with Technical Support from School Initiative for Mental Health Advocacy, TISS.