ଗର୍ଭଧାରଣର ସଠିକ୍‌ ସମୟ କ’ଣ? | Right Time to Get Pregnant in Odia | Dr Priyadarshini Tripathy

Dr Priyadarshini Tripathy27 February 20223:311.6M views

About this video

ଏକ ସୁସ୍ଥ ଶିଶୁ ପାଇଁ ସଠିକ୍‌ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ। ସେଥିପାଇଁ ବୟସ ଓ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। It is important for a healthy baby to get pregnant at the right time. When's the best time to get pregnant? Let’s hear more from Dr Priyadarshini Tripathy, an Obstetrician & Gynaecologist.