ଦିନକୁ ଏତିକି ପାଣିରୁ ଅଧିକ ପିଅନ୍ତୁନି | Water for a Healthy Body in Odia | Prof Dr Srikant Kumar Dhar

Dr Srikant Kumar Dhar2 April 202610:374.3K views

About this video

ପାଣିକୁ ନେଇ ଲୋକଙ୍କ ମନରେ ଅନେକ ଧାରଣା ରହିଛି। କିଏ କିଏ ଦୈନିକ ୮-୧୦ ଗ୍ଲାସ୍‌ ପାଣି ପିଅନ୍ତି ତ କିଏ କିଏ ୪-୫ ଲିଟର ପାଣି ପିଅନ୍ତି। ହେଲେ ପାଣି କମ୍‌ ପିଇବା ଯେତିକି ଖରାପ, ପାଣି ଅଧିକ ପିଇବା ବି ସେତିକି ଖରାପ। ଜଣେ ସୁସ୍ଥ ବ୍ୟକ୍ତି ଦୈନିକ କେତେ ପାଣି ପିଇବା ଉଚିତ୍? ଆସନ୍ତୁ, ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଜାଣିବା।