କ’ଣ ଖାଇଲେ ସୁସ୍ଥ ରହିବେ? | Importance of Nutrition in Odia | What to Eat? | Praksmita Rout
About this video
ଆମ ଶରୀର ପାଇଁ ପୋଷଣ ବହୁତ ଗୁରୁତ୍ବପୂର୍ଣ୍ଣ। ସଠିକ୍ ପୋଷଣ ଶରୀରକୁ ସୁସ୍ଥ ଓ ଶକ୍ତି ଯୋଗାଇଥାଏ। ଆସନ୍ତୁ, ଡାଏଟିସିଆନ୍ ପ୍ରାକ୍ସ୍ମିତା ରାଉତଙ୍କଠାରୁ ଜାଣିବା ପୋଷଣ କ’ଣ ଓ ସଠିକ୍ ପୋଷଣ କେମିତି ମିଳିବ।