ଡାଏବେଟିସ୍ ରୋଗୀ କ’ଣ ଖାଇବେ, କ’ଣ ଖାଇବେ ନାହିଁ? | Diet Tips for Diabetes Patient | Dr Alok Kanungo

Dr Alok Kanungo15 January 20218:29764K views

About this video

ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା। ତେବେ ଡାଏବେଟିସକୁ କେମିତି ନିୟନ୍ତ୍ରଣରେ ରଖିବେ? ଡାଏବେଟିସ୍ ରୋଗୀ କେମିତି ସୁସ୍ଥ ରହିବେ? ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।