ନିମ୍ନ ରକ୍ତଚାପ - କାରଣ, ଲକ୍ଷଣ, ଚିକିତ୍ସା | Low Blood Pressure (Hypotension) in Odia | Dr Meghanad Meher

Dr Meghanad Meher9 February 20226:2188K views

About this video

ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଚିନ୍ତାର ବିଷୟ। ରକ୍ତଚାପ କମ୍‌ ହେଲେ ମଧ୍ୟ ଏହା ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେରଙ୍କଠାରୁ ନିମ୍ନ ରକ୍ତଚାପର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ ଅଧିକ ଜାଣିବା।