ଓଠରେ କଳା ଦାଗ: କେମିତି ଯିବ? | Dark Lips: How to Treat? in Odia | Dr Ipsita Debata
About this video
ଅତ୍ୟଧିକ ଗରମ ଚା’, କଫି ପିଇବା ଦ୍ୱାରା, ଧୂମପାନ, ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଓଠ କଳା ପଡ଼ିଯାଏ। ହେଲେ ଏହି ଦାଗ କେମିତି ଯିବ? ଆସନ୍ତୁ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଇପ୍ସିତା ଦେବତାଙ୍କଠାରୁ ଏନେଇ ଅଧିକ ଜାଣିବା।