ଛୋଟ ପିଲାଙ୍କର ନାକ ଚୁଣ୍ଟି ହେଲେ କ’ଣ କରିବେ? | Stuffy Nose in Babies, in Odia | Dr Rabindra Kumar Khatua

Dr Rabindra Kumar Khatua8 August 20221:4811K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଅଧିକାଂଶ ସମୟରେ ଛୋଟ ପିଲାଙ୍କର ନାକ ଚୁଣ୍ଟି ହୋଇଯାଇଥାଏ। ଏହା କାହିଁକି ହୁଏ ଓ ଏଭଳି ପରିସ୍ଥତିରେ କ’ଣ କରିବେ? ଆସନ୍ତୁ କର୍ଣ୍ଣ, ନାଶା, ଗଳା ବିଭାଗର ଡାକ୍ତର ରବିନ୍ଦ୍ର କୁମାର ଖଟୁଆ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Nasal congestion or Stuffy Nose occurs when nasal and adjacent tissues and blood vessels become swollen. Why does this happen and what to do in such a situation? Let's find out more from Dr Rabindra Kumar Khatua, an ENT Specialist.