କମିବ ପେଟ – କରନ୍ତୁ ଏହି ଏକ୍ସରସାଇଜ୍ | Effective Exercises to Reduce Belly Fat in Odia
About this video
ବର୍ତ୍ତମାନ ସମୟରେ ଜଙ୍କଫୁଡ୍, ଫାଷ୍ଟଫୁଡ୍ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କର ମେଦବହୁଳତା ଭଳି ସମସ୍ୟା ଦେଖାଦେଉଛି। ସେ ଯେକୌଣସି ବୟସ ହେଉ ନା କାହିଁକି ପେଟ ବଢ଼ିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ତେବେ, ଘରେ ବିନା କୌଣସି ଉପକରଣ ସାହାଯ୍ୟରେ ବ୍ୟାୟାମ କରି ଆପଣ ନିଜ ପେଟ କମ କରିପାରିବେ। ଆସନ୍ତୁ ଏମିତି ୪ଟି ସହଜ ବ୍ୟାୟାମ ବିଷୟରେ ଜାଣିବା, ଯାହା ଆପଣଙ୍କ ପେଟର ଚର୍ବିକୁ କମ କରିବା ସହିତ ଆପଣଙ୍କୁ ଫିଟ୍ ରଖିପାରିବ। 1. Crunches 2. Leg Raise 3. Side Toe Touch 4. Plank Poor eating habits such as high-calorie food, fast food, and eating too many sweets can lead to Obesity. Everyone is worried about the problem of belly fat, no matter what their age. However, you can get flat belly by doing these exercises without any equipment at home. Here are four easy exercises that can help you to lose weight and keep you fit. 1. Crunches 2. Leg Raise 3. Side Toe Touch 4. Plank